#BudgetLive ବ୍ରିଫ୍‌କେଶ୍‌ ନୁହେଁ ବହିଖାତା ଧରି ସଂସଦ ପହଞ୍ଚିଲେ ଅର୍ଥମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

#BudgetLive ବ୍ରିଫ୍‌କେଶ୍‌ ନୁହେଁ ବହିଖାତା ଧରି ସଂସଦ ପହଞ୍ଚିଲେ ଅର୍ଥମନ୍ତ୍ରୀ

  • ୧୦.୩୫- କ୍ୟାବିନେଟ୍‌ ବୈଠକ ଆରମ୍ଭ ହେଲା।
  • ୧୦.୧୫- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍‌ ବୈଠକ ପାଇଁ ପହଞ୍ଚିଲେ।
  • ୧୦.୧୦- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ସଂସଦ ପହଞ୍ଚିଲେ। ସେ ବ୍ରିଫ୍‌କେଶ୍‌ ବଦଳରେ ବହିଖାତା ଧରି ଆସିଥିଲେ।


from Odisha Reporter https://ift.tt/2XteBKO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages