ଇଂରାଜୀରେ କୁହ ତୁମ ନାଁ କ’ଣ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 15, 2019

ଇଂରାଜୀରେ କୁହ ତୁମ ନାଁ କ’ଣ ?

ଟ୍ରେନ୍‌ରେ ଅଜଣା ପୁଅକୁ ଦେଖି ଝିଅଟି ତା ସହିତ କଥା ହେବାକୁ ଚାହିଁଲା..

ଝିଅ: ତୁମ ନାମ କ’ଣ ?

ପୁଅ: ଇଂରାଜୀରେ କହିବି ନା ଓଡ଼ିଆରେ

ଝିଅ: ଇଂରାଜୀରେ କୁହ

ପୁଅ: ବ୍ଲାକ୍‌ ଲାୟନ୍‌

ଝିଅ: ଆଉ ଓଡ଼ିଆରେ

ପୁଅ: କାଳିଆ ସିଂହ…



from Odisha Reporter https://ift.tt/2Z9rQR8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages