ମାଷ୍ଟ୍ରେ ପଚାରିଲେ, କହିଲ ପିଲେ ଏ ପୃଥିବୀରେ କେତୋଟି ଦେଶ ଅଛି?
ସମସ୍ତେ ମୁଣ୍ଡ ତଳକୁ କରି ବସିଥିବା ବେଳେ କେବଳ ମୁନା ହାତ ଟେକି ଠିଆ ହୋଇ କହିଲା, ସାର୍! ଗୋଟିଏ ଦେଶ ଅଛି, ଆମ ଭାରତ।
ମାଷ୍ଟ୍ରେ ନାଲି ଆଖି କରି କାନ ଧରିବାକୁ କହିବାରୁ ମୁନା କହିଲା, ସାର୍ ଭାରତକୁ ଛାଡ଼ିଦେଲେ ବାକି ସବୁ ତ ବିଦେଶ।
ଏଥର ମାଷ୍ଟ୍ରେ ଚୁପ୍ ହୋଇଗଲେ।
from Odisha Reporter https://ift.tt/2ONnJ9o
No comments:
Post a Comment