କଣ୍ଟାବାଞ୍ଜି(ସୁରଦାସ ବାଗ):ବଲାଙ୍ଗିର ଜିଲ୍ଲା ତୁରେକେଲା ଅଞ୍ଚଳରେ କିଛି ଦିନ ହେଲା ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି। ପ୍ରାୟ ୨୫ରୁ ଅଧିକ ହାତୀ ପଲ ତୁରେକେଲା କଲେଜ ପାଖ ଜଙ୍ଗଲରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଏହି ହାତୀପଲ କିଛି ଦିନ ହେବ ଜଙ୍ଗଲ ପାଖ ଗାଁରେ ପଶୁଛନ୍ତି। ଏଥିସହ ଚାଷୀଙ୍କ କପା ଚାଷ ନଷ୍ଟ କରୁଛନ୍ତି।
ଏହି ହାତୀପଲ ନୂଆପଡ଼ା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଘଉଡ଼ାଇବା ପାଇଁ କଣ୍ଟାବାଞ୍ଜି ବନ ବିଭାଗ ଉଦ୍ୟମ କରୁଛି।
from Odisha Reporter https://ift.tt/2Hto771
No comments:
Post a Comment