ଟିକି ପୁଅକୁ ବିଦ୍ୟାଳୟରେ ଭର୍ତ୍ତି କଲାବେଳେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ କହିଲେ, ଗୋଟେ କଥା ମନେରଖିବ। ମୋ ପିଲାକୁ ଜମାରୁ ପିଟିବ ନାହିଁ।
ଶିକ୍ଷୟିତ୍ରୀ- ହଉ ଏକଥା ମନେ ରଖିବି। କିନ୍ତୁ ସେ ଯଦି ଦୁଷ୍ଟ ହୁଏ, ତା’ହେଲେ କ’ଣ କରିବି?
ଟିକିଏ ଚିନ୍ତା କରି ଉତ୍ଫୁଲ୍ଲିତ ମହିଳା ଜଣଙ୍କ କହିଲେ- ଆପଣ ତା’ ପାଖରେ ବସିଥିବା ପିଲାଟିକୁ ପାହାରେ ଦେବେ। ମୋ ପୁଅ ସତର୍କ ହୋଇଯିବ।
from Odisha Reporter https://ift.tt/2ONvQTg
No comments:
Post a Comment