ଜେଲ୍‌ରୁ ବାହାରିଲେ ଟର୍ଚ୍ଚ କିଣିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ଜେଲ୍‌ରୁ ବାହାରିଲେ ଟର୍ଚ୍ଚ କିଣିବି

ଗୋଟିଏ ଚୋରର ସଜା ପୂରା ହେବା ପରେ ସେ ଜେଲ୍‌ରୁ ବାହାରିବା ଦିନ ଜେଲର୍‌ଙ୍କ ସହିତ ଦେଖା କଲା। ତା’ ପରେ କ’ଣ ହେଲା ପଢ଼ନ୍ତୁ…

ଜେଲର୍‌: ଜେଲ୍‌ରୁ ବାହାରିବା ପରେ ପ୍ରଥମ କାମ ତୁମେ କ’ଣ କରିବ ?

ଚୋର: ସାର୍‌ ମୁଁ ଗୋଟେ ଟର୍ଚ୍ଚ କିଣିବି..

ଜେଲର୍‌: କାହିଁକି ??

ଚୋର: ଗତଥର ମୁଁ ଯେଉଁ ଘରେ ଚୋରି କରିବାକୁ ପଶିଥିଲି ସେଠି ଅନ୍ଧାର ଥିଲା। ଆଉ ଭୁଲ୍‌ରେ ଲାଇଟ୍‌ ମାରିବା ପରିବର୍ତ୍ତେ ମୁଁ ରେଡିଓ ସୁଇଚ୍‌ ଅନ୍‌ କରି ଦେଇଥିଲି।



from Odisha Reporter https://ift.tt/30hiZKy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages