୩ ଅଗଷ୍ଟ, ଶନିବାର: ଆଖିରେ ଯନ୍ତ୍ରଣା ଅନୁଭବ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

୩ ଅଗଷ୍ଟ, ଶନିବାର: ଆଖିରେ ଯନ୍ତ୍ରଣା ଅନୁଭବ କରିବେ

ମେଷ: ଅଧିକ ପରିଶ୍ରମ କରିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନ ହେଲେ ଘରେ, ବାହାରେ ସବୁଠି ସମସ୍ୟାରେ ପଡ଼ିବେ।

ବୃଷ:  ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଋଣ ଦିଅନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ଦିନଟି ଭଲରେ କଟିବ। ମଧ୍ୟାହ୍ନ ପରେ ଖୁସି ଖବର ଶୁଣି ପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ରାସ୍ତାରେ ଯିବା ଆସିବା କଲା ବେଳେ ସାବଧାନତା ଅବଲମ୍ୱନ କରନ୍ତୁ। ଖର୍ଚ୍ଚ ବଢ଼ିବ। ପରିବାର ଲୋକଙ୍କ ସହଯୋଗ ମିଳିବ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଆଶାମୁତାବାକ ଲାଭ ମିଳିବ।  ଘରକୁ ଅତିଥି ଆସିପାରନ୍ତି। କୌଣସି ଦାମୀ ଜିନିଷ କିଣିପାରନ୍ତି।

ତୁଳା: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କେହି ଆପଣଙ୍କୁ ଧୋକା ଦେଇ ପାରନ୍ତି। ତେଣୁ ସତର୍କ ରୁହନ୍ତୁ।

ବିଛା:  ଆତ୍ମବିଶ୍ୱାସ ବଢ଼ିବ। ପରିବାରକୁ ସମୟ ଦେବାକୁ ଚେଷ୍ଟା କରନ୍ତୁ। ଅପରାହ୍ଣ ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ଧନୁ: ଅଫିସ୍‌ରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମକର: କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ସୁସ୍ୱାଦୁ ଖାଦ୍ୟ ଖାଇବେ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କୁମ୍ଭ: ବ୍ୟସ୍ତତା ଭିତରେ ଦିନଟି କଟିବ। ବାହାଘର ସ୍ଥିର ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି।

ମୀନ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ



from Odisha Reporter https://ift.tt/338zCK0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages