କୁକୁଡ଼ା ଛୁଆଙ୍କ ନାମକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

କୁକୁଡ଼ା ଛୁଆଙ୍କ ନାମକରଣ

ଦିନେ ମା’ କୁକୁଡ଼ା ଓ ତା’ର ଛୁଆମାନଙ୍କ ବାହାରେ ବୁଲୁଥିଲା। ବୁଲୁ ବୁଲୁ ସେମାନଙ୍କ ମଧ୍ୟରୁ ଜଣେ କୁକୁଡ଼ା ଛୁଆ କାନ୍ଦିବାକୁ ଲାଗିଲେ। କାନ୍ଦିବା ଦେଖି ମା’ କୁକୁଡ଼ା ତା’ର ଛୁଆଙ୍କୁ ପଚାରିଲା। କାହିଁକି କାନ୍ଦୁଛୁ?

କୁକୁଡ଼ା ଛୁଆ କାନ୍ଦ ବନ୍ଦ କରି କହିଲା- ମା’ ମଣିଷ ଛୁଆ ଜନ୍ମ ହେବା ମାତ୍ରେ ବାପାମା’ ତା’ର ନାଁ ଦିଅନ୍ତି। ଆମେ ଜନ୍ମ ହେବା ପରେ ତମେ କାହିଁକି ଆମର ନାଁ ଦେଲ ନାହିଁ?

ମା’ କୁକୁଡ଼ା: ପୁଅ ଆମ ଜାତିରେ ମରିବା ପରେ ହିଁ ନାମକରଣ କରାଯାଇଥାଏ।

କୁକୁଡ଼ା ଛୁଆ: କେମିତି ମା’…

ମା’ କୁକୁଡ଼ା: ଯେମିତିକି ଚିକେନ୍‌ ଟିକ୍କା, ଚିକେନ୍‌ ଚିଲି, ଚିକେନ୍‌ ତନ୍ଦୁରୀ, କଡ଼ାଇ ଚିକେନ୍‌….



from Odisha Reporter https://ift.tt/2MbPSoj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages