‘ବାହାଘର ପରେ ଦେଶକୁ ବଦଳାଇ ପାରିବୁନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 22, 2019

‘ବାହାଘର ପରେ ଦେଶକୁ ବଦଳାଇ ପାରିବୁନି’

ଦୁଇବନ୍ଧୁଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ। ଏମିତି କଥା ଚାଲୁ ଚାଲୁ ଅବିବାହିତ ବନ୍ଧୁ ଜଣକ କହିଲେ, ସାଙ୍ଗ ଆମ ଯୁବସମାଜ ବଦଳିଲେ, ଦେଶ ବଦଳିବ। ଆଉ ଦେଶ ବଦଳିଲେ, ବିକାଶ ସମ୍ଭବ ହୋଇପାରିବ। ଦେଶର ବିକାଶ ନିହାତି ଜରୁରୀ।

ଏତିକି କହୁ କହୁ ବିବାହିତ ବନ୍ଧୁ ଜଣକ କହିଲେ, ଆରେ ଭାଇ! ଯାହା ବଦଳାଇବା କଥା ଏବେ ବଦଳା। ଯଦି ବାହା ହୋଇଗଲୁ, ତା’ହେଲେ ଦେଶ ବଦଳାଇବା କଥା ଛାଡ଼୍‌… ଟିଭି ଚ୍ୟାନେଲ୍‌ ବି ବଦଳାଇ ପାରିବୁ ନାହିଁ। ତୋ ଠାରୁ ସେ କ୍ଷମତା ବି ଛଡ଼ାଇ ନିଆଯିବ।



from Odisha Reporter https://ift.tt/31Uztsn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages