ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦର ଡ୍ୟାମର ଆଜି ୧୦ଟି ଗେଟ୍ ବନ୍ଦ ହେବ। ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ୧୦ଟି ଗେଟ୍ ବନ୍ଦ କରାଯିବ। କେବଳ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ।
ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ୧୦ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ୧୦ଟି ଗେଟ୍ ବନ୍ଦ କରାଯିବ।
ଉପମୁଣ୍ଡରେ ବର୍ଷା ଯୋଗୁ ଇବ୍ ନଦୀରେ ବନ୍ୟାପାଣି ଆସିବାରୁ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯାଇଥିଲା।
from Odisha Reporter https://ift.tt/33LrTBW
No comments:
Post a Comment