ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳ ଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ।
ଶୈବପୀଠଗୁଡ଼ିକରେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ କରାଯାଇଛି। ଲିଙ୍ଗରାଜ ମନ୍ଦିରରେ ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିଛି। ସେହିପରି ଧବଳେଶ୍ୱର, ପୁରୀର ଲୋକନାଥ ଓ ଭଦ୍ରକର ଆଖଣ୍ଡଳମଣୀ ଆଦି ମନ୍ଦିରରେ ଜଳଲାଗି କରିଛନ୍ତି କାଉଡ଼ିଆ।
from Odisha Reporter https://ift.tt/2TbGKRu
No comments:
Post a Comment