ମେରେ ଦେଶ୍‌ କୀ ଧରତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

ମେରେ ଦେଶ୍‌ କୀ ଧରତୀ

ପତ୍ନୀ: ହେଇଟି ବାହାଘରର ଏତେ ଦିନ ହେଲାଣି, କିନ୍ତୁ ତୁମେ କେବେ ବି ମୋତେ ସୁନା, ହୀରା ଓ ମୋତି ଭିତରୁ କୋଉଟା ଏଯାଏ ଗିଫ୍‌ଟ କରିନ।

ଏହା ଶୁଣି ସ୍ୱାମୀ ଏଇ ନିଅ ଧର କହି ତଳୁ ମାଟିରୁ ମୁଠେ ରାମ୍ପୁଡ଼ି ଆଣି ଧରେଇ ଦେଲେ।

ପତ୍ନୀ: ଏଗୁଡ଼ାକ କ’ଣ ଦଉଛ ମ?

ସ୍ୱାମୀ: ମୋବାଇଲ୍‌ଟାକୁ ପତ୍ନୀଙ୍କ କାନରେ ଲଗେଇ ଦେଇ କହିଲେ ଶୁଣ। (ଗୀତ ବାଜୁଥିଲା… ମେରେ ଦେଶ କୀ ଧରତୀ ସୋନା ଉଗ୍‌ଲେ… ଉଗ୍‌ଲେ ହୀରେ ମୋତି…ମେରେ ଦେଶ୍‌ କୀ ଧରତୀ…।)



from Odisha Reporter https://ift.tt/30O2VQp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages