ପପୁର ଗାର୍ଲପ୍ରେଣ୍ଡ ହେବ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ପପୁର ଗାର୍ଲପ୍ରେଣ୍ଡ ହେବ ମା’

ଥରେ ପପୁର ଗାର୍ଲଫ୍ରେଣ୍ଡ ତାକୁ ଫୋନ୍‌ କଲା। ଶୀଘ୍ର ଆସ ତମକୁ ଏକ ଖୁସି ଖବର ଦେବାର ଅଛି। ତରତର ହୋଇ ପପୁ ତା ଗାର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ବାହାରିଗଲା। ଗୋଟିଏ ପାର୍କରେ ଦୁହେଁ ଦେଖା କଲେ। ତା’ପରେ କଣ ହେଲା ପଢ଼ନ୍ତୁ…

ଗାର୍ଲଫ୍ରେଣ୍ଡ: ମୋତେ ତୁମକୁ କିଛି କହିବାର ଅଛି।

ପପୁ: ହଁ କୁହ।

ଗାର୍ଲଫ୍ରେଣ୍ଡ: ମୁଁ ବୁଝି ପାରୁନି କେମିତି କହିବି ?

ପପୁ: ପ୍ଲିଜ୍‌ କହିଦିଅ।

ଗାର୍ଲଫ୍ରେଣ୍ଡ: ମୁଁ ମା’ ହେବାକୁ ଯାଉଛି।

ପପୁ: ଏ କେମିତି ସମ୍ଭବ ହେଲା? ଆମେ ତ କିଛି ବି କରିନେ।

ଗାର୍ଲଫ୍ରେଣ୍ଡ: ଚୁପ୍‌ କର ଇଡିଅଟ୍‌…ମୁଁ ତୁମ ମା’ ହେବାକୁ ଯାଉଛି। ତୁମ ବାପା ମୋତେ ପ୍ରପୋଜ୍‌ କରିଛନ୍ତି।



from Odisha Reporter https://ift.tt/2Z1F3vQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages