ଜିକେ କ୍ଲାସ୍‌ରେ ପପୁ ଦେଲା ଏମିତି ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ଜିକେ କ୍ଲାସ୍‌ରେ ପପୁ ଦେଲା ଏମିତି ଉତ୍ତର

ପପୁ ତରତର ହୋଇ ସ୍କୁଲ୍‌ ଗଲା। ଆଜି ତାର ଟିକେ ଲେଟ୍‌ ହେଇଯାଇଛି। ଆଜି ପୁଣି ଜିକେ କ୍ଲାସ୍‌ ଅଛି। ଲେଟ୍‌ରେ ଗଲେ ତାକୁ ହିଁ ଗୋଲି ସାର୍‌ ସବୁ ପ୍ରଶ୍ନ ପଚାରିବେ। ପପୁ ଯାହା ଚିନ୍ତା କରିଥିଲା ସେୟା ହିଁ ହେଲା। ସ୍କୁଲ୍‌ରେ ପହଞ୍ଚୁ ପହଞ୍ଚୁ ଗୋଲି ସାର୍‌ କ୍ଲାସ୍‌ ଆରମ୍ଭ କରି ସାରିଥିଲେ। ପପୁ ଡରି ଡରି କ୍ଲାସ୍‌ରେ ବସିଲା। ଆଉ ଗୋଲି ସାର୍‌ ପପୁକୁ ହିଁ ଆଗ ପ୍ରଶ୍ନ କଲେ।

ଗୋଲି ସାର୍‌: ପପୁ ଯାହା କହିଥିଲି ସବୁ ପଢ଼ିକି ଆସିଛୁ।

ପପୁ: ହଁ ସାର୍‌, ସବୁ ପଢ଼ିଛି।

ଗୋଲି ସାର୍‌: ଆଚ୍ଛା କହିଲୁ ଝିଟିପିଟି କାହିଁକି କାନ୍ଥରେ ଚାଲେ ?

ପପୁ: ଆମେ ତ ଭୂଇଁରେ ଚାଲୁଛୁ। କାଇଁ ଝିଟିପିଟି ତ ଦିନେ ପଚାରୁନି ତମେ ସବୁକାଇଁ ଭୂଇଁରେ ଚାଲୁଛ ? ସାର୍ ଆପଣ କାହିଁକି ଆମକୁ ତା’ ବିଷୟରେ ପଚାରୁଛନ୍ତି।



from Odisha Reporter https://ift.tt/2KR9wUG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages