ବାରମୁଲା ଏନକାଉଣ୍ଟର: ଜଣେ ଯବାନ ସହିଦ୍, ଜଣେ ଆତଙ୍କବାଦୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ବାରମୁଲା ଏନକାଉଣ୍ଟର: ଜଣେ ଯବାନ ସହିଦ୍, ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ କଶ୍ମୀରର ବାରମୁଲାରେ ଚାଲିଥିବା ସୁରକ୍ଷାବଳୟ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟ ଶେଷ ହୋଇଛି।

ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟଜଣେ ଏସପିଓ ସହିଦ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାର ୧୬ ଘଣ୍ଟା ପରେ ବାରମୁଳାରେ ଆତଙ୍କବାଦୀଙ୍କୁ ଘେରି ଯାଇ ସର୍ଚ୍ଚ ଅପରେଶନ କରିଥିଲେ ଯବାନ। ଉଭୟଙ୍କ ମଧ୍ୟରେ କିଛି ଘଣ୍ଟା ଗୁଳି ବିନିମୟ ଚାଲିବା ପରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏହାପରେ ଆତଙ୍କବାଦୀଙ୍କ ଶବ ଜବତ କରି ସେନା ଅସ୍ତ୍ରଶସ୍ତ୍ର ଜବତ କରିଛି।



from Odisha Reporter https://ift.tt/2L1tHy3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages