ସାର୍‌ଙ୍କୁ ପ୍ରୀତି ଦେଲା ଏକଦମ୍ ସରଳ ଉତ୍ତର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ସାର୍‌ଙ୍କୁ ପ୍ରୀତି ଦେଲା ଏକଦମ୍ ସରଳ ଉତ୍ତର!

ସାର୍‌- ପପୁ, ତୁମେ ବଡ଼ ହେଲେ କ’ଣ ହେବ?

ପପୁ: ମୁଁ ବଡ଼ ହୋଇ ଚାଟାର୍ଡ ଆକାଉଣ୍ଟାଟ୍‌ ହେବି। ସବୁ ମହାନଗରରେ ମୋର ବ୍ୟବସାୟ ଚାଲିବ। ସବୁବେଳେ ପ୍ଲେନ୍‌ରେ ଯାତ୍ରା କରିବି। ଫାଇଭ୍‌ ଷ୍ଟାର ହୋଟେଲରେ ରହିବି। ମୋ ଆଖପାଖରେ ୧୦ ଜଣ ଚାକର ଥିବେ। ଆଉ ଦାମୀ କାର୍‌ ଓ ପୁଳା ପୁଳା ଟଙ୍କା ମଧ୍ୟ ଥିବ।

ସାର୍‌: ଚୁପ୍‌ କର ପପୁ.. ଏତେ ଲମ୍ୱା ଚଉଡ଼ା ଉତ୍ତର ଦେବାର ଆବଶ୍ୟକତା ନାହିଁ। କେବଳ ଗୋଟିଏ ଲାଇନ୍‌ରେ ଉତ୍ତର ଦେବୁ।

ସାର୍‌: ଆଚ୍ଛା ପ୍ରୀତି, ତୁମେ ବଡ଼ ହୋଇ କ’ଣ ହେବ ?

ପ୍ରୀତି: ପପୁର ସ୍ତ୍ରୀ



from Odisha Reporter https://ift.tt/2Z7r0oR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages