ଘରୁ ଦୁଇ ଛୁଆ ଓ ରେଳ ଧାରଣାରୁ ମିଳିଲା ମାଆର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ଘରୁ ଦୁଇ ଛୁଆ ଓ ରେଳ ଧାରଣାରୁ ମିଳିଲା ମାଆର ମୃତଦେହ

ଭବାନୀପାଟଣା( ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଝରଣ ଗାଁରେ ଜଣେ ମହିଳାଙ୍କ ସହ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ବିମଳା ମାଝି ଓ ତାଙ୍କ ଦୁଇ ଶିଶୁ ଦୁଷ୍ମନ୍ତ ଓ ରବୀନ୍ଦ୍ର। ଶିଶୁଦ୍ୱୟଙ୍କ ମୃତଦେହ ଘରେ ଭିତରେ ପଡ଼ିଥିଲା। ସେମାନଙ୍କ ତଣ୍ଟିରେ କଟା ଦାଗ ରହିଛି।

ଅନ୍ୟପକ୍ଷରେ ବିମଳାଙ୍କ ମୃତଦେହ ତାଙ୍କ ଗାଁ ପାଖ ରେଳ ଧାରଣାରେ ଖଣ୍ଡବିଖଣ୍ଡ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତ କିଛି ମାସ ହେବ ବିମଳାଙ୍କ ସ୍ୱାମୀ ତାଙ୍କ ସହ ରହୁ ନଥିଲେ। ସେ ଦୁଇ ପିଲାଙ୍କୁ ଧରି ରହୁଥିଲେ।

ତେବେ ଏହା ହତ୍ୟାକାଣ୍ଡ କି ଆଉ କ’ଣ ପୁଲିସ ଘଟଣାର ତଦନ୍ତ କରୁଛି ।



from Odisha Reporter https://ift.tt/2PUCqIa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages