ଗଜାନନଙ୍କ ପୂଜା ପାଇଁ ସଜେଇ ହୋଇଛି ଶିକ୍ଷାନୁଷ୍ଠାନ, ମଣ୍ଡପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 1, 2019

ଗଜାନନଙ୍କ ପୂଜା ପାଇଁ ସଜେଇ ହୋଇଛି ଶିକ୍ଷାନୁଷ୍ଠାନ, ମଣ୍ଡପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ।  ଶଙ୍ଖ, ମନ୍ତ୍ର ପାଠରେ କମ୍ପି ଉଠୁଛି ପୂଜା ମଣ୍ଡପ।  ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ହୋଇଛି।  ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ଫୁଲ, ନଡିଆ, କଦଳୀ, ଧୂପ ଆଦି ଧରି ନିଜ ନିଜର ଶିକ୍ଷାନୁଷ୍ଠାନରେ ଗଜାନନଙ୍କୁ ଆରାଧନା କରୁଛନ୍ତି।

ଅନ୍ୟପକ୍ଷରେ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଝଲସୁଛି।  ଚଳିତ ଥର ଏଠାରେ ୨ଶହ ମଣ୍ଡପରେ ଗଜାନନ ପୂଜା ପାଉଛନ୍ତି। ସେହିପରି ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ତାଳଚେର ସହର ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି।  ଏଥିସହ ଘରେ ଘରେ ମଧ୍ୟ ବିଘ୍ନ ବିନାଶକଙ୍କ ପୂଜା ଚାଲିଛି।  ପୂଜା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।



from Odisha Reporter https://ift.tt/2PDRWIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages