କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କରଗୋଳା ଗାଁରେ ଶିଆଳ ଆତଙ୍କ ଦେଖାଦେଇଛି। ଗତକାଲି ଶିଆଳ ଗୋଟିଏ ପିଲାକୁ ଆକ୍ରମଣ କରିବାକୁ ଗୋଡାଇଥିଲା । ପିଲାଟି ଦୌଡ଼ି ପଳାଇଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ମହିଳା ବାଡି ଦେଖାଇଥିଲେ। ମାତ୍ର ଶିଆଳ ତାଙ୍କୁ ଆକ୍ରମଣ କରିଥିଲା ।
ପରେ ଆଉ ୫ଜଣଙ୍କୁ ଶିଆଳ ଆକ୍ରମଣ କରିଥିବା ସୂଚନା ମିଳିଛି । ଆହତମାନେ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶିଆଳଟି ଜଳାତକ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।
from Odisha Reporter https://ift.tt/31dFfW2
No comments:
Post a Comment