ଖାଦ୍ୟ ସହ ପରଷନ୍ତୁ କଖାରୁ ରାଇତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 28, 2019

ଖାଦ୍ୟ ସହ ପରଷନ୍ତୁ କଖାରୁ ରାଇତା

ଆବଶ୍ୟକ ସାମଗ୍ରୀ: କଖାରୁ, ଦହି, ଧନିଆ ପତ୍ର , କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କଖାରୁକୁ ଭଲ ଭାବେ ଧୋଇ ଏହାକୁ ଗ୍ରେଡ୍‌ ବା କଦୁକସ୍‌ କରି ରଖନ୍ତୁ। ଏବେ କଞ୍ଚା ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତା’ପରେ ଏକ ପ୍ୟାନ୍‌ରେ ପାଣି ଫୁଟାଇ ଏଥିରେ ଗ୍ରେଡ୍‌ କଖାରୁ ପକାଇ ଦିଅନ୍ତୁ। ଏହାକୁ ୫ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ। କଖାରୁକୁ ଛାଣି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ।

ଏବେ ଏକ ପାତ୍ରରେ ଦହି, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, କଟା ଧନିଆ ପତ୍ର ଓ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ସିଝା କଖାରୁକୁ ମଧ୍ୟ ଏଥିରେ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କଖାରୁ ରାଇତା’। ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ବି ପକାଇପାରିବେ।

 



from Odisha Reporter https://ift.tt/2mIqsUf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages