ପପୁ ଘରେ ସତ୍ୟନାରାୟଣ ପୂଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 9, 2019

ପପୁ ଘରେ ସତ୍ୟନାରାୟଣ ପୂଜା

ପପୁ ପୁଅ ଗୁଲୁ ପ୍ରବଳ ଦୁଷ୍ଟ ହେଉଛି ବୋଲି ପ୍ରୀତି ତା’ ପାଇଁ ଘରେ ସତ୍ୟନାରାୟଣ ପୂଜା ରଖିଛି। ପୂଜା  କଥା ପୂର୍ବରୁ ପ୍ରୀତି ପପୁକୁ କହିଥିଲା। କିନ୍ତୁ ପପୁ ଭୁଲି ଯାଇ ଅଫିସ୍‌ ପଳେଇଲା।  ପୂଜା ସମୟ ପାଖେଇ ଆସିବାରୁ ପ୍ରୀତି ପପୁକୁ ଫୋନ୍‌ କଲା। ତା’ପରେ କ’ଣ ହେଲା ପଢ଼ନ୍ତୁ..

ପ୍ରୀତି : ଶୁଣୁଛ.. ପୂଜା ସମୟ ହୋଇଗଲାଣି। ତମେ କେତେବେଳେ ଅଫିସରୁ ଆସିବ ?

ପୂଜା କଥା ତମର ମନେ ଅଛି ନା ନାହିଁ।

ପପୁ: ହଁ ହଁ ମନେ ଅଛି। ସେଇ ପତଳା ହୋଇ ଝିଅଟା ନା.. ତା’ର କଳା ଆଖି, ବହୁତ ସୁନ୍ଦର ସେ ଦେଖିବାକୁ। ଆମ ଆପାର୍ଟମେଣ୍ଟରେ ୪୦୨ ନମ୍ୱର ଫ୍ଲାଟ୍‌ରେ ରହୁଛି ନା ?

ପ୍ରୀତି: ମୁଁ ଗୁଲୁର ସତ୍ୟନାରାୟଣ ପୂଜା କଥା କହୁଛି..

ଏ କଥା ଶୁଣିବା ପରେ ପପୁର ଫୋନ୍‌ ହଠାତ୍‌ କଟିଗଲା…

ସେଦିନ ଘରେ ପହଞ୍ଚିବା ପରେ ସତ୍ୟନାରାୟଣ ପୂଜା କରିବା ବଦଳରେ ପ୍ରୀତି ପ୍ରଥମେ ପପୁର ପୂଜା କରିଥିଲା।



from Odisha Reporter https://ift.tt/2Q3GZzZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages