୨ ଦିନରେ ଧରା ପଡ଼ିଲେଣି ୪୭ ଦଲାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

୨ ଦିନରେ ଧରା ପଡ଼ିଲେଣି ୪୭ ଦଲାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଲାଗୁ ହେବାକୁ ଥିବା ‘ମୋ ସରକାର’ ଯୋଜନା ପୂର୍ବରୁ ମେଡିକାଲ ଓ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବା ଅଭିଯାନ ଜୋରସୋରରେ ଚାଲିଛି। ମାତ୍ର ୨ ଦିନ ଭିତରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆରଟିଓ କାର୍ଯ୍ୟାଳୟରୁ ଧରାପଡିଲେଣି ୪୭ ଜଣ ଦଲାଲ୍ ।

ଏତେ ସଂଖ୍ୟାରେ ଦଲାଲ୍ ଧରାପଡିବା ପରେ ସ୍ପଷ୍ଟ ହେଉଛି ଯେ  ବର୍ଷ ବର୍ଷ ଧରି  ସାଧାରଣ ଲୋକେ କିପରି ସେବା ପାଉଥିଲେ।   ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଦଲାଲରାଜ୍ ସଫା ପାଇଁ ସବୁ ଏସ୍‌ପି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଖୋଦ ରାଜଧାନୀ ସମେତ କେନ୍ଦୁଝର, ବାଲେଶ୍ୱର ଓ ନବରଙ୍ଗପୁରରେ ବେଶ୍ ସକ୍ରିୟ ରହିଛନ୍ତି ଏହି ଦଲାଲମାନେ।



from Odisha Reporter https://ift.tt/2m8RkfK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages