ମହାନ୍ତି ବାବୁଙ୍କ ଝିଅର ଦୁଃଖ ଦେଖି ହେଉନି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 17, 2019

ମହାନ୍ତି ବାବୁଙ୍କ ଝିଅର ଦୁଃଖ ଦେଖି ହେଉନି !

ପୁଅ- ବାପା ଗୋଟେ ବୁଲେଟ୍‌ ଗାଡ଼ି କିଣିଦିଅ।

ବାପା- କାହିଁକି? ତୋର ବୁଲେଟ୍‌ କ’ଣ ଦରକାର? ମହାନ୍ତି ବାବୁଙ୍କ ଝିଅକୁ ଦେଖ୍‌। ତୋରି ସାଙ୍ଗରେ ତୋରି କଲେଜ୍‌ରେ ପଢୁଛି। ପ୍ରତିଦିନ ସେ ବସ୍‌ରେ ଯିବା ଆସିବା କରୁଛି। ତୋର କାହିଁକି ବୁଲେଟ୍ ଦରକାର ହେଉଛି।

ପୁଅ- ମହାନ୍ତି ବାବୁଙ୍କ ଝିଅର ଦୁଃଖ ହିଁ ତ ଆଉ ଦେଖି ହଉନି।



from Odisha Reporter https://ift.tt/34QQoON

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages