ବଦଳିବ ପୁରୀ ସ୍ୱର୍ଗଦ୍ୱାରର ରୂପରେଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 24, 2019

ବଦଳିବ ପୁରୀ ସ୍ୱର୍ଗଦ୍ୱାରର ରୂପରେଖ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସ୍ୱର୍ଗଦ୍ୱାରର ରୂପରେଖ ବଦଳିବ। ଆନ୍ଧ୍ର ଏବଂ ତେଲେଙ୍ଗାନାର ମହାପ୍ରସ୍ଥାନମ କ୍ରିମେଟୋରିୟମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ନବକଳେବର କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବ କ୍ରମେ ହାଇଦ୍ରାବାଦରୁ ଏକ ଟିମ୍ ଆସି ସ୍ୱର୍ଗଦ୍ୱାରର ସ୍ଥିତି ଏବଂ ଅବସ୍ଥିତି ସମ୍ପର୍କରେ ଯାଞ୍ଚ କରିଥିଲା।

ସେହିପରି ପୁରୀ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଗତ ଦୁଇ ମାସ ତଳେ ଆନ୍ଧ୍ର ଓ ତେଲେଙ୍ଗାନାରେ ନିର୍ମାଣ ହୋଇଥିବା ମହାପ୍ରସ୍ଥାନମ କ୍ରିମେଟୋରିୟମର ଅନୁଧ୍ୟାନ କରିଥିଲେ।

ସେହି ଢାଞ୍ଚାରେ ଏବେ ପୁରୀ ସ୍ୱର୍ଗଦ୍ୱାରର ବିକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଡିପିଆର୍ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ।



from Odisha Reporter https://ift.tt/2lxPYLd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages