ଡିଆରଡିଓର ଡ୍ରୋନ୍‌ କ୍ରାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ଡିଆରଡିଓର ଡ୍ରୋନ୍‌ କ୍ରାଶ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଚିତ୍ରଦୁର୍ଗଠାରେ ଠାରେ ଡିଆରଡିଓର ଏକ ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଛି। ଏହା ଏକ ଖୋଲା ପଡ଼ିଆ ମଧ୍ୟରେ ଖସି ପଡ଼ିବାରୁ ଏଥିରେ କେହି ବି ମୃତାହତ ହୋଇନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଡ୍ରୋନ୍‌ଟି ସକାଳ ୬ଟାରେ ଜୋଡିଚିକେନାହାଲ୍ଲୀ ଠାରେ ଉଡ଼ୁଥିଲା। ହେଲେ ହଠାତ୍‌ ଏହା ସେଠାରେ ଥିବା ଏକ ଚାଷ ଜମି ମଝିରେ ଖସି ପଡ଼ିଥିଲା। ତଳେ ପଡ଼ିବା ସମୟରେ ଭୟଙ୍କର ଶବ୍ଦ ହୋଇଥିଲା।

ତେଣୁ ଜୋଡିଚିକେନାହାଲ୍ଲୀ ଗାଁର ଲୋକମାନେ ଭୟଭୀତ ହୋଇଯାଇଥିଲେ। ଦୁର୍ଘଟଣା ପରେ ଡ୍ରୋନ୍‌ଟି ସଂପୂର୍ଣ୍ଣ ଖଣ୍ଡଖଣ୍ଡ ହୋଇଯାଇଛି।



from Odisha Reporter https://ift.tt/303NLdz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages