ଏତେ ଖୁସି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

ଏତେ ଖୁସି!

ମହେଶ– କାଲି ତୁ ଏତେ ଦୁଃଖୀ କାଇଁ ଥିଲୁ?

ସୁରେଶ– ମୋ ସ୍ତ୍ରୀ ଶାଢ଼ି କିଣିବ ବୋଲି ମୋଠୁ ୨୦୦୦ଟଙ୍କା ନେଇଥିଲା।

ମହେଶ– ତା’ହେଲେ ଆଜି ଏତେ ଖୁସି କ’ଣ ପାଇଁ ଅଛୁ?

ସୁରେଶ– ମୋ ସ୍ତ୍ରୀ କାଲି ଯେଉଁ ଶାଢ଼ି କିଣିଥିଲା, ତାକୁ ପିନ୍ଧି ଆଜି ତୋ ସ୍ତ୍ରୀକୁ ଦେଖା କରିବାକୁ ଯାଇଛି।



from Odisha Reporter https://ift.tt/2AAWCnX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages