ପପୁ ତାର ଜଣେ ପଡୋଶୀଙ୍କ ପିଲାକୁ ପିଟିଦେଲା। ପଡୋଶୀ ଜଣଙ୍କ ରାଗିଯାଇ ପପୁ ସହ ଲଢିବା ପାଇଁ ଚାଲିଆସିଲେ। ପଡୋଶୀଙ୍କୁ ଦେଖି ପପୁ ପଚାରିଲା କ’ଣ ଇଏ ଆପଣଙ୍କ ପିଲା? ଆପଣଙ୍କର ତ ଏତେ ବୟସ ହେବାପରି ଲାଗୁନି। ସେଠାରେ ହିଁ ପପୁ ଏବଂ ତାଙ୍କ ପଡୋଶୀ ମଧ୍ୟରେ ଝଗଡା ସରିଗଲା।
from Odisha Reporter https://ift.tt/2NifjFy
No comments:
Post a Comment