ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଶ୍ୱିନ ମାସ ମୁଳାଷ୍ଟମି ତିଥି। ଏହି ଅବସରରେ ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେବ ମା’ଙ୍କ ଷୋଡଶ ଉପଚାର ପୂଜା ନୀତି।
ପୁରୀ ଶ୍ରୀମନ୍ଦିର ବିମଳାଙ୍କ ପୀଠରେ ଆଜି ମାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଉପଚାର ବିଧି ଆରମ୍ଭ ହେବ। ସେହିପରି ପୂଜା ମଣ୍ଡପରେ ମା’ ଆବାହନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି
କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ପୀଠରେ ମଧ୍ୟ ଆଜି ମାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଆରମ୍ଭ ହେବ ।
from Odisha Reporter https://ift.tt/30cDtbj
No comments:
Post a Comment