ଚେକ୍‌ କରି ସିଗାରେଟ୍ ଆଣିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ଚେକ୍‌ କରି ସିଗାରେଟ୍ ଆଣିବୁ

ବାପା- ପୁଅ ଗୋଟେ ସିଗାରେଟ୍‌ ପ୍ୟାକେଟ୍‌ ଆଣିବୁ ଗଲୁ, ଚେକ୍‌ କରି ଆଣିବୁ…

ପୁଅ ଗୋଟେ ପ୍ୟାକେଟ୍‌ ସିଗାରେଟ୍‌ ଆଣିଦେଲା। ସେଥିରେ ଗୋଟେ ସିଗାରେଟ୍‌ କମ୍‌ ଥିଲା।

ବାପା- ଏଥିରେ ଗୋଟେ ସିଗାରେଟ୍‌ କମ୍‌ କାଇଁ ଅଛି?

ପୁଅ- ଆପଣ ତ କହିଥିଲେ ଚେକ୍‌ କରି ଆଣିବାକୁ।



from Odisha Reporter https://ift.tt/2LATXzR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages