ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବଢ଼ିବ ଓମଫେଡ୍ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ଓମଫେଡ଼୍ର ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୦ ଟଙ୍କାରେ ମିଳୁଥିଲା। ହେଲେ ଆସନ୍ତାକାଲିଠୁ ଏଥିଲାଗି ଖାଉଟିଙ୍କୁ ୪୪ ଟଙ୍କା ଗଣିବାକୁ ପଡ଼ିବ। କ୍ଷୀର ଏକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ହୋଇଥିବାରୁ ଏହାର ଦର ବୃଦ୍ଧିକୁ ଖାଉଟି ସହଜେ ହଜମ କରି ପାରୁ ନାହାନ୍ତି।
from Odisha Reporter https://ift.tt/2mJKNZ9
No comments:
Post a Comment