ଏନଜିଟି ସଦସ୍ୟ ହେଲେ ସିଦ୍ଧାନ୍ତ ଦାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 3, 2019

ଏନଜିଟି ସଦସ୍ୟ ହେଲେ ସିଦ୍ଧାନ୍ତ ଦାସ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସଙ୍କୁ କେନ୍ଦ୍ର ସରକାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ।

ଏବେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନରେ ବନ ମହାନିର୍ଦ୍ଦେଶକ ଥିବା ସିଦ୍ଧାନ୍ତ ଦାସ ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବାର ଥିଲା। ୧୯୮୨ ବ୍ୟାଚ୍‌ର ଏହି ଆଇଏଫଏସ ଅଧିକାରୀ ଏବେ ବନ ମହାନିର୍ଦ୍ଦେଶକ ପଦ ସମେତ ପରିବେଶ ଓ ଜଙ୍ଗଲ ଏବଂ ପାଗ ପରିବର୍ତ୍ତନ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ପାହ୍ୟାରେ ମଧ୍ୟ ଅବସ୍ଥାପିତ ଅଛନ୍ତି।

କେନ୍ଦ୍ର ସରକାରଙ୍କ ଅଧୀନକୁ ଯିବା ପୂର୍ବରୁ ଶ୍ରୀ ଦାସ ଓଡ଼ିଶାରେ ପ୍ରଧାନ ମୁଖ୍ୟ ସଂରକ୍ଷକ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ।



from Odisha Reporter https://ift.tt/2NNkqNb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages