ମାତିଲେ ଖଣି ଲୁଟେରା, ୮ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 8, 2019

ମାତିଲେ ଖଣି ଲୁଟେରା, ୮ ଗିରଫ

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝରରେ ପୁଣି ମାତିଲେ ଖଣି ଲୁଟେରା । କେନ୍ଦୁଝର ରୁଗୁଡି ଥାନା କାଟା ସାହି ନିକଟ ଜଙ୍ଗଲରୁ ମାଙ୍ଗାନିଜ ଚୋରି କରି ନେବା ଅଭିଯୋଗରେ ପୁଲିସ୍‌ ୮ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ପୁଲିସ୍‌ ୨ଟି ଟ୍ରକ, ଗୋଟିଏ ବୋଲେରୋ, ଗୋଟିଏ ମୋଟର ସାଇକେଲ, ୮ଟି ମୋବାଇଲ ସହ ଏକ ଲକ୍ଷ ଟଙ୍କା ଜବତ କରିଛି ।

ଆଜି ସକାଳେ ମାଙ୍ଗାନିଜ ଚାଲାଣ ବେଳେ ପୁଲିସ୍‌ ଚଢାଉ କରିବା ସହ ଦୁଇଟି ଟ୍ରକ୍‌କୁ ଅଟକାଇଥିଲା । ତେବେ ଗାଡିଟି ନଅଟକିବାରୁ ପୁଲିସ୍‌ର ସନ୍ଦେହ ସୃଷ୍ଟି ହୋଇଥିଲା।  ପରେ ପିଛା କରି ଦୁଇ ଟ୍ରକ୍‌ ଜବତ କରିଥିଲା । ସମସ୍ତ ଗାଡି ପଶ୍ଚିମବଙ୍ଗର ହୋଇଥିବାରୁ ଏହାର ଲିଙ୍କ୍‌ ରାଜ୍ୟ ବାହାରେ ଥିବାର ଅନୁମାନ କରାଯାଉଛି । ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି  ।



from Odisha Reporter https://ift.tt/2ntczJV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages