ସାଲୁର ଘାଟିରୁ ଖସିଲା ଅତଡ଼ା, ଅଟକି ରହିଲା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ସାଲୁର ଘାଟିରୁ ଖସିଲା ଅତଡ଼ା, ଅଟକି ରହିଲା ଗାଡ଼ି

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଆନ୍ଧ୍ର- ଓଡିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସି ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରାତି ସାରା ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡି ଅଟକି ରହିଥିଲା ।

ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡିଗୁଡିକ ସାଲୁର ନିକଟରେ ଅଟକି ରହିଥିଲା।  ସେହିପରି ଜୟପୁରରୁ ଭୁବନେଶ୍ୱର ଯାଉଥିବା ଗାଡିଗୁଡିକ ମଧ୍ୟ ସାଲୁର ଘାଟିରେ ଅଟକି ରହିଥିଲା। ଆଜି ସକାଳେ ଆନ୍ଧରୁ NHAI  ଟିମ୍‌ ପହଞ୍ଚି ରାସ୍ତା ସଫା କରିବା ପରେ ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିବା ଜଣାଯାଇଛି।



from Odisha Reporter https://ift.tt/2oAa1df

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages