ଭୁବନେଶ୍ୱରରେ NIA ଡିଜି ଓ ଆଇଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ଭୁବନେଶ୍ୱରରେ NIA ଡିଜି ଓ ଆଇଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA) ଡିଜି ଯୋଗେଶ ଚନ୍ଦ୍ର ମୋଦି। ଏନ୍ଆଇଏ ଆଇଜି ଜି.ପି. ସିଂହ ମଧ୍ୟ ତାଙ୍କ ସହ ଆସିଛନ୍ତି । ଆଜି ପୁଲିସ୍‌ ଭବନରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେବେ ।

ଆତଙ୍କବାଦୀ ମାମଲାର ତଦନ୍ତ ସମ୍ପର୍କରେ ଅଧିକାରୀଦ୍ୱୟ ପୁଲିସ୍‌କୁ ପ୍ରଶିକ୍ଷଣ ଦେବେ।  ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, ଦଫା ଏବଂ ଆଇନରେ ବ୍ୟବସ୍ଥା କ’ଣ ରହିଛି ସେସବୁ ଦିଗ ଉପରେ ଟ୍ରେନିଂ ଦିଆଯିବ। ଦେଶରେ ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହି ଟ୍ରେନିଂ କାର୍ଯ୍ୟକ୍ରମ ହେଉଛି।



from Odisha Reporter https://ift.tt/2pp8wPp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages