ଏଥର ଦୀପାବଳିରେ ଚୁଡ଼ା ଖିରିର ମଜା ନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ଏଥର ଦୀପାବଳିରେ ଚୁଡ଼ା ଖିରିର ମଜା ନିଅନ୍ତୁ

ଆବଶ୍ୟକ ସାମଗ୍ରୀ: ଚୁଡ଼ା, କ୍ଷୀର, ଚିନି, ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି, ଭଜା କାଜୁ-କିସ୍‌ମିସ୍‌

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଏକ ପାତ୍ରରେ ଫୁଟାନ୍ତୁ। କ୍ଷୀର ଅଳ୍ପ ଫୁଟି ଆସିଲେ ଏଥିରେ ଚୁଡ଼ାକୁ ଧୋଇ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଫୁଟିବାକୁ ଦିଅନ୍ତୁ। କ୍ଷୀର ଫୁଟି ଫୁଟି ଟିକେ ବହଳିଆ ହୋଇ ଆସିଲେ, ଏଥିରେ ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି ଗୁଣ୍ଡ ଓ ଚିନି ପକାଇ ଗୋଳାନ୍ତୁ। ଏହାକୁ ୧୫ ମିନିଟ ଯାଏ ଭଲ ଭାବେ ଫୁଟାନ୍ତୁ। ଯେମିତି ଏହା ତଳେ ଲାଗି ନଯିବ, ସେଥିପାଇଁ ଲଗାତାର ଏହାକୁ ଗୋଳାନ୍ତୁ। ପରେ ଏଥିରେ ଭଜା କାଜୁ ଓ କିସ୍‌ମିସ୍‌ ପକାଇ ଚୁଲି ବନ୍ଦ କରି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା  ସ୍ୱାଦିଷ୍ଟ ‘ଚୁଡ଼ା ଖିରି’।



from Odisha Reporter https://ift.tt/2MWc2Jn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages