‘ଦଙ୍ଗା’କୁ ଧରିଲା କ୍ରାଇମ୍‌ବ୍ରାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 5, 2019

‘ଦଙ୍ଗା’କୁ ଧରିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ଆଜି ସକାଳ ସାଢ଼େ ୯ଟାରେ ତାକୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ସୂଚନା ଦେଇଛି।

ସେକ୍ ଜାବିଦର ଘର କେନ୍ଦ୍ରାପଡ଼ା ସହରରେ।  ସେ ଠିକାଦାର ଶିବ ପ୍ରସାଦ ପରିଡ଼ା ଅପହରଣ ମାମଲାର ମୁଖ୍ୟ କାର୍ପଟଦାର ଥିଲା। ବଟି ନଦେବାରୁ ଶିବ ପ୍ରସାଦଙ୍କୁ ଉଠାଇ ନେଇ ଟିଟୋ ଖଟିରେ ପିଟିଥିଲା।



from Odisha Reporter https://ift.tt/2LLj83T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages