ଆଜି ମା’ କଟକ ଚଣ୍ଡୀଙ୍କ ଗାୟତ୍ରୀ ବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ଆଜି ମା’ କଟକ ଚଣ୍ଡୀଙ୍କ ଗାୟତ୍ରୀ ବେଶ

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଷଷ୍ଠୀ। ଧରାପୃଷ୍ଠରେ ଅବତରଣ କରିବେ ଜଗଦଜନନୀ ମା’ ଦୁର୍ଗା।  ଶାରଦୀୟ ଦୁର୍ଗା ପୂଜା ଲାଗି ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଆଜି ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହିପରି ମା’ ଗଡ଼ଚଣ୍ଡୀ ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ପୂଜା ଲାଗି ଗାଁରୁ ସହରଯାଏ ସବୁ ନବବଧୂ ପରି ସଜେଇ ହୋଇଛି । ଟ୍ୱିନ୍ ସିଟି ସମେତ ରାଉରକେଲା, ବ୍ରହ୍ମପୁର ସବୁଠି ହୋଇଛି ରଙ୍ଗବେରଙ୍ଗର ତୋରଣ। ଶିଳ୍ପୀମାନେ ମୂର୍ତ୍ତିଗୁଡ଼ିକରେ ଶେଷ ସ୍ପର୍ଶ ଦେଉଛନ୍ତି ।

 



from Odisha Reporter https://ift.tt/2n9HKdg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages