ନନ୍ଦନକାନନକୁ ଆସିଲା ୮ ଆନାକୋଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 22, 2019

ନନ୍ଦନକାନନକୁ ଆସିଲା ୮ ଆନାକୋଣ୍ଡା

ଭୁବନେଶ୍ୱର : ନନ୍ଦନକାନନରେ ପହଞ୍ଚିଲା ଆନାକୋଣ୍ଡା ସାପ। ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଛି ଆନାକୋଣ୍ଡା । ମୋଟ ୮ଟି ହଳଦିଆ ଆନାକୋଣ୍ଡା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛି। ୮ଟି ଆନାକୋଣ୍ଡା ମଧ୍ୟରେ ୪ଟି ଅଣ୍ଡିରା ଓ ୪ଟି ମାଈ ଅଛନ୍ତି। ଆନାକୋଣ୍ଡା ସହ ୩ଟି ନାଇଲ କୁମ୍ଭୀର ମଧ୍ୟ ପହଞ୍ଚିଛି।



from Odisha Reporter https://ift.tt/2p7fGbd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages