ଧରାପଡ଼ିଲା ଶ୍ରମିକ ଚାଲାଣ ଦଲାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 21, 2019

ଧରାପଡ଼ିଲା ଶ୍ରମିକ ଚାଲାଣ ଦଲାଲ୍

ବାଲିଗୁଡ଼ା(ଅଜିତ ନାୟକ): ରାୟଗଡ଼ା ଜିଲ୍ଲାରୁ କନ୍ଧମାଳ ଜିଲ୍ଲାକୁ ବେଆଇନ ଭାବେ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ବାଲିଗୁଡ଼ା ପୁଲିସ୍‌ ଜଣେ ଦଲାଲକୁ ଗିରଫ କରିଛି। ଏହାସହ ୧୯ ଜଣ ଯୁବକଯୁବତୀଙ୍କୁ ଉଦ୍ଧାର କରିଛି।

ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବା ନେଇ ଗତକାଲି ରାତିରେ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ନେତୃତ୍ୱରେ ଏକ ଟିମ୍‌ ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ଚଢ଼ଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। ଦଲାଲ ଜଣଙ୍କ କେବେ ଠାରୁ ଆଉ କେଉଁ କେଉଁ ଜିଲ୍ଲାରୁ କେତେ ଶ୍ରମିକ ଚାଲାଣ କରିଛି, ପୁଲିସ୍‌ ତାହାର ତଦନ୍ତ କରୁଛି।



from Odisha Reporter https://ift.tt/35S2RCf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages