ଆଜି ଓଡ଼ିଶା ଆସୁଛନ୍ତି ସିଇସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ଆଜି ଓଡ଼ିଶା ଆସୁଛନ୍ତି ସିଇସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି ସଦସ୍ୟ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପି. ଭି. ଜୟକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ କମିଟି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ। ଏହି ଅବସରରେ ସେମାନେ  ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲେପମେଣ୍ଟ କର୍ପୋରେସନ ବା OMBADCରେ ବିନିଯୋଗ ହୋଇଥିବା ଅର୍ଥ ଖର୍ଚ୍ଚର ସମୀକ୍ଷା କରିବେ।

ପ୍ରଥମେ କମିଟି ସଦସ୍ୟ ଭୁବନେଶ୍ୱରରେ OMBADC ଅଧିକାରୀଙ୍କ ସହ  ଆଲୋଚନା କରିବେ । ଏହାପରେ ସେମାନେ କେନ୍ଦୁଝର ଗସ୍ତ କରିବେ । କେନ୍ଦୁଝରରେ ରହଣି ପରେ ଆସନ୍ତାକାଲି ମୟୂରଭଞ୍ଜ ଯାଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter https://ift.tt/2MV6X5i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages