ଦୀପାବଳି ଶୁଭେଚ୍ଛା ଜଣାଇ ଚାଲିଗଲେ ବିଜେପି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ଦୀପାବଳି ଶୁଭେଚ୍ଛା ଜଣାଇ ଚାଲିଗଲେ ବିଜେପି ନେତା

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ବିଜେପି ଅଧ୍ୟକ୍ଷ କମଲ ଶର୍ମାଙ୍କର ପରଲୋକ ହୋଇଛି। ଆଜି ସକାଳେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ମୃତ୍ୟୁ ପୂର୍ବରୁ ସେ ତାଙ୍କର ଉଭୟ ଫେସବୁକ ଏବଂ ଟୁଇଟର ଆକାଉଣ୍ଟରେ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ।

ଆଜି ସକାଳେ ସେ ପାର୍କରେ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ହସ୍ପିଟାଲରେ ଡାକ୍ତର କମଲ ଶର୍ମାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଦୁଇ ଜଣ ଛୁଆ ଓ ସ୍ତ୍ରୀ ରହିଛନ୍ତି।



from Odisha Reporter https://ift.tt/347vf1D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages