ଭଦ୍ରକ(ଓଡ଼ିଶା ରିପୋର୍ଟର): ଆଜିଠାରୁ କାଳୀପୂଜା ଆରମ୍ଭ ହୋଇଛି। କାଳୀପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଭଦ୍ରକ ସହରରେ ଧୁମ୍ଧାମ୍ରେ ମା’ କାଳୀଙ୍କୁ ପୂଜା କରାଯାଉଛି। ସହରର ବିଭିନ୍ନ ମଣ୍ଡପରେ ଗତକାଲି ମଧ୍ୟରାତ୍ରରୁ ପୂଜା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ କାଳୀପୂଜା ପାଇଁ ଆଜି ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ୍କୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଫଳରେ ଆଜି ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ।
ସୂଚନାଯୋଗ୍ୟ, ଏଥର ଭଦ୍ରକ ସହରରେ ୧୧ଟି କାଳୀ ମେଢ଼ ହୋଇଛି` ୯ ଦିନ ଧରି ଏଠି ପୂଜା ଚାଲିବ।
from Odisha Reporter https://ift.tt/2Nh8PUX
No comments:
Post a Comment