ଝୁଲନ୍ତା ଅବସ୍ଥାରେ ମିଳିଲା ଶିବାନୀଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

ଝୁଲନ୍ତା ଅବସ୍ଥାରେ ମିଳିଲା ଶିବାନୀଙ୍କ ମୃତଦେହ

ଖୋର୍ଦ୍ଧା(ବଳରାମ ଲେଙ୍କା): ଚାରି ଦିନ ହେବ ନିଖୋଜ ଥିଲେ। ଆଜି ମିଳିଲା ଝୁଲନ୍ତା ମୃତଦେହ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ମୃତକ ଜଣଙ୍କ ଶିବାନୀ ବେହେରା। ତାଙ୍କ ଘର ବେଗୁନିଆ ଥାନା ଭୁଆଷୁଣିପାଟଣା ଗାଁର।

ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତ ବେହେରାଙ୍କ ଝିଅ ଶିବାନୀ ଗତ ଶୁକ୍ରବାରଠାରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ ବିଲ ଭିତରେ ଥିବା ଏକ ନିମ୍ବଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ବେଗୁନିଆ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।



from Odisha Reporter https://ift.tt/2OJYtix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages