ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣିର ବ୍ଲକ୍ ଗୁଡ଼ିକ ନିଲାମ ହେବ। ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍ ଅବଧି ସରୁଥିବାରୁ ଏହି ଖଣି ଗୁଡ଼ିକର ନିଲାମ ହେବ।
ଏହି ଖଣିଗୁଡ଼ିକ ହେଉଛି- ନୂଆଗାଁ ଲୁହାପଥର ଖଣି, ଠାକୁରାଣୀ ଲୁହାପଥର ଖଣି, ସିଲଯୋଡ଼-କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି, ଜରିବାହାଲ, ରୋଇଡା, ନାରାୟଣପୋଶି, ମହୁଲଶୁଖା ଏବଂ ଗାନୁଆଲୁହାପଥର ଖଣି।
ଏହି ଖଣି ଗୁଡ଼ିକର ନିଲାମ ପାଇଁ ବିଡ୍ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୮ ରହିଛି ।
from Odisha Reporter https://ift.tt/2Mj1e7C
No comments:
Post a Comment