ଦିଶାଙ୍କ ଫଟୋଶୁଟ୍‌ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 5, 2019

ଦିଶାଙ୍କ ଫଟୋଶୁଟ୍‌ ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ ଡିଭା ତଥା ନ୍ୟାସ୍‌ନାଲ୍ କ୍ରଶ୍ ଦିଶା ପଟାନୀ ଡେବ୍ୟୁ ଫିଲ୍ମରୁ ହିଁ ନିଜ କ୍ୟୁଟନେସ୍‌ରେ ସମସ୍ତଙ୍କୁ ଘାଇଲା କରି ଦେଇଥିଲେ। ଦିଶାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ଢେର ଅଧିକ। ସୋଶାଲ୍‌ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହୁଛନ୍ତି। ସେ ସବୁବେଳେ ଏଥିରେ ନିଜ ଫଟୋ ଶେଆର କରନ୍ତି। ନିକଟରେ ଦିଶା ଏକ ଫଟୋଶୁଟ୍‌ କରାଇଛନ୍ତି। ଏହାର ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି, ଯାହା ଭାଇରାଲ୍‌ ହେଉଛି।

View this post on Instagram

🌸

A post shared by disha patani (paatni) (@dishapatani) on

ଭିଡିଓରେ ଦିଶା ଲାଇଟ୍‌ ଅରେଞ୍ଜ କଲର୍‌ର ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଡ୍ରେସରେ ଦିଶା ବେଶ୍ ସୁନ୍ଦର ଓ ଗର୍ଜିୟସ୍ ଲାଗୁଛନ୍ତି। ଫ୍ୟାନ୍‌ମାନେ ମଧ୍ୟ ଦିଶାଙ୍କ ଏହି ଲୁକ୍‌କୁ ବେଶ୍ ପସନ୍ଦ କରୁଛନ୍ତି ଓ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି।

View this post on Instagram

🐥🌸

A post shared by disha patani (paatni) (@dishapatani) on

ଦିଶା ଶେଷଥର ସଲମାନଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିଥିଲେ। ଫିଲ୍ମରେ ଦର୍ଶକଙ୍କୁ ସଲମାନ ଓ ତାଙ୍କ କେମେଷ୍ଟ୍ରି ବେଶ୍ ପସନ୍ଦ ଆସିଥିଲା। ଏବେ ସେ ତାଙ୍କର ଅପ୍‌କମିଂ ଫିଲ୍ମ ‘ମଲଙ୍ଗ’ ପାଇଁ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ଦିଶାଙ୍କୁ ପୁଣି ଥରେ ସଲମାନଙ୍କ ସହ ‘ଇଦ୍‌ ରାଧେ କି’ ଫିଲ୍ମରେ ଦେଖିବାକୁ ମିଳିବ।



from Odisha Reporter https://ift.tt/2raBWSf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages