ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଓଟିଭିର ମିନି ମାରାଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ଓଟିଭିର ମିନି ମାରାଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ଏଡସ୍‌ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଟିଭିର ମିନି ମାରାଥନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଓଏସ୍ଏପିର ସେଭେନ୍ଥ ବାଟାଲିୟନରେ ଏହି ମିନି ମାରାଥନର ଶୁଭାରମ୍ଭ ହୋଇଛି। ବହୁ ବିଶିଷ୍ଟ ବ୍ୟକ୍ତି, ଫିଲ୍ମ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଛନ୍ତି।

ଏଥରର ଥିମ୍ ‘କମ୍ୟୁନିଟିଜ୍ ମେକ୍ ଦ ଡିଫରେନ୍ସ’  ରହିଛି। ଏହି ମିନି ମାରାଥନ୍ ଜନତା ମୈଦାନ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ, ସୈନିକ ସ୍କୁଲ ଛକ ଦେଇ ପୁଣି ସେଭେନ୍ଥ ବାଟାଲିୟନ୍‌ରେ ଶେଷ ହେବ।

 



from Odisha Reporter https://ift.tt/2R6gxon

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages