ରାଜଧାନୀରୁ ମିଳିଲା ମଣିଷ ଖପୁରୀ, ହାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

ରାଜଧାନୀରୁ ମିଳିଲା ମଣିଷ ଖପୁରୀ, ହାଡ଼

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ଆଜି ସକାଳେ ଏକ ଡଷ୍ଟବିନ୍‌ ଜରିରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ଏକ ଡଷ୍ଟବିନ୍‌ ଜରିରେ  ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା।  ପୁଲିସ୍‌ ପହଞ୍ଚି  ତାହା ଜବତ କରିଛି । ଏହି ଖପୁରି ଓ ହାଡ଼ କାହାର, କେଉଁ ପରିସ୍ଥିତିରେ ଓ କିପରି ସେଠାରେ ପହଞ୍ଚିଲା ପୁଲିସ୍‌ ତାହାର ତଦନ୍ତ କରୁଛି । ନିକଟରେ ଏକ ହସ୍ପିଟାଲ ଥିବାରୁ ସେ ଦିଗ ପ୍ରତି ବି ଧ୍ୟାନ ଦିଆଯିବ ବୋଲି ପୁଲିସ୍‌ କହିଛି।  ଅପରପକ୍ଷେ  ଏହି ହାଡ଼, କଙ୍କାଳ ବହୁତ ପୁରୁଣା ବୋଲି ଆଲୋଚନା ହେଉଛି।



from Odisha Reporter https://ift.tt/35LpCad

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages