ସରିଲା କଟକ ବାଲିଯାତ୍ରା; ଅପେକ୍ଷା ଆରବର୍ଷକୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ସରିଲା କଟକ ବାଲିଯାତ୍ରା; ଅପେକ୍ଷା ଆରବର୍ଷକୁ

କଟକ(ପ୍ରଭାତ ବିଷୋୟୀ): ସରିଲା କଟକର ଐତିହାସିକ ବାଲିଯାତ୍ରା। ପୁଣି ଅପେକ୍ଷା ଆର ବର୍ଷକୁ।  ନଅ ଦିନ ଧରି ଚାଲିଥିବା ରାଜ୍ୟର ଏହି ବାଣିଜ୍ୟିକ ମହାକୁମ୍ଭରେ ପ୍ରତି ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଶେଷ ଦିନରେ ବି ଉଭୟ ଉପର ଓ ତଳ ପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା।

ଲୋକେ ଯାତ୍ରା ବୁଲାର ମଜା ନେବା ସହ ବିଭିନ୍ନ ଷ୍ଟଲରୁ ଘରକରଣା ସାମଗ୍ରୀ କିଣାକିଣି କରିଥିଲେ।  ଅନ୍ୟପକ୍ଷରେ ଏବର୍ଷ ଭଲ ବ୍ୟବସାୟ ହୋଇଥିବାରୁ ବ୍ୟବସାୟୀମାନେ ବି ଖୁସି ପ୍ରକାଶ କରିଛନ୍ତି। କେବଳ କିଣାବିକା ନୁହେଁ, ଏବର୍ଷ ବାଲିଯାତ୍ରାରେ ପଥୋତ୍ସବ, ବୋଟିଂ ଓ ବଲିଉଡ୍ ନାଇଟ୍ ଆଦିର ଆୟୋଜନ ମଧ୍ୟ ଲୋକଙ୍କୁ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇଥିଲା।



from Odisha Reporter https://ift.tt/2D69l36

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages