ରିଲାଏନ୍ସ ଜିଓର ଖାସ୍ ଅଫର, ଦୁଇଟି ରିଚାର୍ଜ ପ୍ଲାନରେ ୫୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 2, 2019

ରିଲାଏନ୍ସ ଜିଓର ଖାସ୍ ଅଫର, ଦୁଇଟି ରିଚାର୍ଜ ପ୍ଲାନରେ ୫୦ ଟଙ୍କା ପର୍ଯ୍ୟନ୍ତ ଛାଡ଼

ନୂଆଦିଲ୍ଲୀ: ଅନ୍ୟ ନେଟଓ୍ୱର୍କକୁ କଲ୍ ପାଇଁ ଆଇୟୁସି ଚାର୍ଜ ଲଗାଇ ନିଜ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ରିଲାଏନ୍ସ ଜିଓ ଏବେ ତାର ଦୁଇଟି ପ୍ରିପେଡ ରିଚାର୍ଜ ପ୍ଲାନରେ ଅଫର ଘୋଷଣା କରିଛି। ଏହି ଅଫର ନଭେମ୍ୱର ୧ରୁ ଲାଗୁ ହୋଇଛି। ଏଥିପାଇଁ କିନ୍ତୁ ପେଟିଏମ୍ ମାଧ୍ୟମରେ ରିଚାର୍ଜ କରିବାକୁ ପଡ଼ିବ।

ଜିଓର ପ୍ରିପେଡ ପ୍ଲାନ୍ ୪୪୪ ଓ ୫୫୫ ରିଚାର୍ଜ କଲେ ୪୪ ଓ ୫୫ ଟଙ୍କା ଛାଡ଼ ମିଳିବ। ଏଥିପାଇଁ ରିଚାର୍ଜ ବେଳେ SHUBH୪୪ (ପ୍ଲାନ୍ ୪୪୪) ଏବଂ SHUBH୫୦ (ପ୍ଲାନ୍ ୫୫୫) ରିଚାର୍ଜ ବେଳେ ପ୍ରୋମୋ କୋଡ ଦେବାକୁ ହେବ। ଏହି ଅଫର ୧୫ ଦିନ ପାଇଁ ଜିଓ ଘୋଷଣା କରିଛି। ଏହି ପ୍ଲାନର ସମସ୍ତ ସୁବିଧା ପୂର୍ବଭଳି ରଖିଛି ଜିଓ।



from Odisha Reporter https://ift.tt/2PLvkUy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages