କେବେ ଖାଇଛନ୍ତି ସ୍ୱାଦିଷ୍ଟ ‘ଅମାଲୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

କେବେ ଖାଇଛନ୍ତି ସ୍ୱାଦିଷ୍ଟ ‘ଅମାଲୁ’

ଆବଶ୍ୟକ ସାମଗ୍ରୀ:  ଦହି, ମଇଦା, ଘିଅ, ପାନ ମହୁରି, ଲୁଣ, ଚିନି ଓ ଲେମ୍ବୁ ରସ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦହି, ମଇଦା, ଅଳ୍ପ ଲୁଣ ଓ ପାନ ମହୁରିକୁ ଗୋଳାଇ ଏକ ମିଶ୍ରଣ ତିଆରି କରନ୍ତୁ। ଏବେ ଏହି ମିଶ୍ରଣରୁ ଛୋଟଛୋଟ ଚେପଟା ଚେପଟା ଗୁଳା ତିଆରି କରି ରଖନ୍ତୁ। ବର୍ତ୍ତମାନ ଏକ କରେଇରେ ଘିଅ ଗରମ କରି ଗୁଳାଗୁଡ଼ିକୁ ପକାଇ ଛାଣନ୍ତୁ। ମନେରଖନ୍ତୁ ଏହାକୁ କମ୍‌ ଆଞ୍ଚରେ ଛାଣିବେ। ଏଗୁଡ଼ିକ ଲାଲ୍‌ ହୋଇ ଆସିଲେ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏବେ ଏକ ପାତ୍ରରେ ଚିନି ଓ ପାଣି ଫୁଟାଇ ସିରା ପ୍ରସ୍ତୁତ କରି ଏଗୁଡ଼ିକୁ ପକାଇଦିଅନ୍ତୁ। ଏଗୁଡ଼ିକୁ ସିରାରେ ବୁଡ଼ାଇ କିଛି ସମୟ ରଖିଦିଅନ୍ତୁ। ବର୍ତ୍ତମାନ ତିଆରି ହୋଇଗଲା ସ୍ୱାଦିଷ୍ଟ ‘ଅମାଲୁ’। ଏହା ଉପରେ ହାଲ୍‌କା ଲେମ୍ବୁ ରସ ଚିପୁଡ଼ି ପରଷନ୍ତୁ।



from Odisha Reporter https://ift.tt/35d9dei

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages